ଓଡ଼ିଆ ବ୍ୟାକରଣ (Odia byakarana) Odia Grammar

ବିପରୀତ ଶବ୍ଦ     (Odia Opposite words/ Odia Antonyms)
(Odia Bipareeta Sabda / Odia Biparita Sabda)


ଶବ୍ଦ - ବିପରୀତ ଶବ୍ଦ
ଅ -
ଅଧଃ - ଊର୍ଦ୍ଧ୍ଵ
ଅଗ୍ର - ପଶ୍ଚାତ                
ଅଳସ - ନିରାଳସ/ଅନଳସ
ଅକ୍ଲାନ୍ତ - କ୍ଳାନ୍ତ
ଅନୁକୂଳ - ପ୍ରତିକୂଳ
ଅନୁରକ୍ତ - ବିରକ୍ତ
ଅନ୍ତର୍ଗତ - ବହିର୍ଗତ
ଅଘଟଣ - ଘଟଣ
ଅଭ୍ୟାସ - ଅନଭ୍ୟାସ
ଅଶନ - ଅବଶନ
ଅବସର - ଅନବସର
ଅକୃତଜ୍ଞ - କୃତଜ୍ଞ
ଅଜ୍ଞ - ବିଜ୍ଞ
ଅନୁଚିତ - ଉଚିତ
ଅଳ୍ପାୟୁ - ଦୀର୍ଘାୟୁ
ଅକଲ ବେଅକଲ
ଅପରାଧୀ - ନିରାପରାଧୀ
ଅଧର୍ମଧର୍ମ 
ଅଗ୍ରଜ - ଅନୁଜ
ଅପାୟ - ଉପାୟ
ଅପେକ୍ଷା  - ଉପେକ୍ଷା
ଅନୁରାଗ - ବିରାଗ
ଅଭ୍ୟାଗତ - ବହିର୍ଗତ
ଅନୁଲୋମ - ବିଲୋମ
ଅନ୍ତରଙ୍ଗ - ବହିରଙ୍ଗ
ଅମିର - ଫକୀର
ଅର୍ପଣ - ପ୍ରତ୍ୟର୍ପଣ
ଅଗ୍ରଗାମୀ - ଅନୁଗାମୀ
ଅଭ୍ୟନ୍ତର - ବାହ୍ୟ
ଅର୍ଥ ଅନର୍ଥ
ଅନନ୍ତ - ସାନ୍ତ
ଅଲଣା - ଲୁଣିଆ
ଅସୀମ - ସସୀମ
ଅଧମ - ଉତ୍ତମ
ଅଚେତନ - ଚେତନ/ଚେତନ
ଅବିଶ୍ୱାସ - ବିଶ୍ୱାସ
ଅସହଯୋଗ - ସହଯୋଗ
ଅସମ୍ଭବ - ସମ୍ଭବ
ଆ-
ଆସକ୍ତି - ନିରାସକ୍ତ 
ଆଚାର -  ଅନାଚାର
ଆଇନ - ବେଆଇନ
ଆଦ୍ୟ - ପ୍ରାନ୍ତ
ଆକାଶ - ପାତାଳ
ଆଧୁନିକ - ପ୍ରାଚୀନ
ଆନନ୍ଦ - ନିରାନନ୍ଦ
ଆବିଳ - ଅନାବିଳ
ଆରୋହଣ - ଅବରୋହଣ/ଅବତରଣ
ଆଶା -  ନିରାଶା 
ଆସ୍ତିକ - ନାସ୍ତିକ
ଆଦୃତ - ଅନାଦୃତ
ଆଗ - ପଛ
ଆକର୍ଷଣ - ବିକର୍ଷଣ
ଆବାହନ - ବିସର୍ଜନ
ଆଦି - ଅନ୍ତ
ଆବିର୍ଭାବ - ତିରୋଧାନ/ତିରୋଭାବା
ଆଧ୍ୟାତ୍ମିକ - ବୈଷୟିକ
ଆପଣା - ପର
ଆୟତ - ଅଣାୟତ
ଆମଦାନୀ - ରପ୍ତାନୀ
ଆଶୀର୍ବାଦ - ଅଭିଶାପ
ଆସ୍ଥା - ଅନାସ୍ଥା
ଆହାର - ଅନାହାର
ଆପଣା - ପର
ଇ -
ଇଷ୍ଟ - ଅନିଷ୍ଟ
ଇହକାଳ - ପରକାଳ
ଇଚ୍ଛା - ଅନିଚ୍ଛା
ଇହ - ପର
ଈ -
ଈର୍ଷା - ଶ୍ରଦ୍ଧା
ଉ- 
ଉଚିତ - ଅନୁଚିତ
ଉତ୍କୃଷ୍ଟ  - ନିକୃଷ୍ଟ
ଉଚ୍ଚ - ନୀଚ୍ଚ/ଅନୁଚ୍ଚ
ଉକ୍ତ - ଅନୁକ୍ତ
ଉତ୍ସାହ - ନିରୁତ୍ସାହ
ଉପତ୍ୟକା - ଅଧିତ୍ୟକା
ଉଲ୍ଲିଖିତ/ଉପର ଲିଖିତ - ନିମ୍ନଲିଖିତ
ଉଭା - ପୋତା
ଉଠାଣି - ଗଡାଣି
ଉପର - ତଳ
ଉଦ୍ଭାବନ - ଆବିଷ୍କାର
ଉତ୍କର୍ଷ - ଅପକର୍ଷ
ଉଦୟ - ଅସ୍ତ 
ଉଦ୍ବବେଗ - ନିରୁଦ୍ବେଗ
ଉପସ୍ଥାନ - ପ୍ରସ୍ଥାନ
ଉର୍ବର - ଅନୁର୍ବର
ଉଷ୍ମ - ଶୀତଳ
ଉଷୁମ - ଥଣ୍ଡା/ଶୀତଳ
ଉଚ୍ଛୁର - ସଅଳ
ଉତ୍ଥାନ - ପତନ
ଉଗ୍ର - ଶାନ୍ତ/ସୌମ୍ୟ
ଉଣା - ଅଧିକ
ଊ-
ଊର୍ଦ୍ଧ୍ଵଗାମୀ - ନିମ୍ନଗାମୀ/ଅଧୋଗାମୀ
ଊଣା - ପୂରା
ଋ-
ଋଣୀ - ଅନୃଣୀ
ଋଜୁ - ବକ୍ର/କୁଟିଳ
ଏ-
ଏଣୁ - ତେଣୁ
ଏକ - ଅନେକ
ଏକତ୍ର - ସର୍ବତ୍ର/ବିକ୍ଷିପ୍ତ
ଏହା -  ତାହା
ଏକମତ - ଭିନ୍ନମତ/ବହୁମତ
ଏକାନ୍ନ -  ପୃଥଗାନ୍ନ /ପୃଥକ୍ ଅନ୍ନ
ଐ-
ଐହିକ - ପାରତ୍ରିକ
ଐକ୍ୟ - ଅନୈକ୍ୟ
ଓ-
ଓଦା  - ଶୁଖିଲା
ଓଲୁ/ଓଲା - ସିଆଣା/ସିଆଣଆ
ଓସାରିଆ - ଅଣଓସାରିଆ/ଲମ୍ବା
ଓହ୍ଲାଇବା - ଚଢ଼ିବା
ଓଲଟା - ସିଧା
ଔ-
ଔଚିତ୍ୟ - ଅନୌଚିତ୍ୟ
ଔଦାର୍ଯ୍ୟ - ଅନୌଦାର୍ଯ୍ୟ
କ- 
କ୍ରେତା - ବିକ୍ରେତା
କମ - ବେଶି
କାର୍ଯ୍ୟ - ଅକାର୍ଯ୍ୟ
କୀର୍ତ୍ତି -  ଅପକୀର୍ତ୍ତି
କୁଣ୍ଠିତ - ଆକୁଣ୍ଠିତ
କୃତ୍ରିମ - ପ୍ରାକୃତିକ
କ୍ଳେଶ - ଅକ୍ଲେଶ
କଳା - ଧଳା
କନିଷ୍ଠ - ବରିଷ୍ଠ/ଜ୍ୟେଷ୍ଠ
କଠିନ - ସରଳ/କୋମଳ
କାରଣ - ଅକାରଣ
କାଟିବା - ଯୋଡିବା
କର୍କଶ - କୋମଳ
କାଳ୍ପନିକ - କଷ୍ଟ
କପଟ - ଅକପଟ
କଞ୍ଚା - ପାଚିଲା
କୃତଜ୍ଞ - କୃତଘ୍ନ
କୁଟିଳ - ସରଳ
କୃପଣ - ବଦାନ୍ୟ
କୃଷ୍ଣ - ଧବଳ
କଅଁଳିଆ - ବୁଢାଳିଆ
କୁକର୍ମ - ସୁକର୍ମ 
କ୍ରନ୍ଦନ - ହାସ୍ୟ
କଳଙ୍କ - ନିଷ୍କଳଙ୍କ
କଥା - ଅକଥା
କର୍ମୀ - ଅକର୍ମା/ନିଷ୍କର୍ମା
କୁତ୍ସିତ -ସୁନ୍ଦର
ଖ- 
ଖଟା - ମିଠା
ଖାଲ - ଢ଼ିପ
ଖର୍ବ - ତୁଙ୍ଗ
ଖର୍ବକାୟ - ଦୀର୍ଘକାୟ
ଖରାପ - ଭଲ
ଖତକ - ମହାଜନ
ଖୋଲା - ମୁଦା/ବନ୍ଦ
ଗ-
ଗଲା - ଆସିଲା/ଆଇଲା
ଗମନ - ଆଗମନ
ଗଭୀର  - ଅଗଭୀର
ଗରିମା - ଲଘିମା
ଗାଢ଼ - ପତଳା
ଗୋପନ - ପ୍ରକାଶ୍ୟ/ପ୍ରକାଶନ
ଗୃହୀତ -ପ୍ରତ୍ୟାଖ୍ୟାତ
ଗର୍ବ - ବିନୟ 
ଗ୍ରୀଷ୍ମ - ଶୀତ
ଗୌଣ - ମୁଖ୍ୟ
ଗାଧୁଆ - ଅଗାଧୁଆ
ଗୁରୁ - ଲଘୁ
ଗଣତନ୍ତ୍ର - ରାଜତନ୍ତ୍ର
ଗୁଣ - ଦୋଷ
ଗର୍ବୀ - ବିନୟୀ
ଗୋପନୀୟ - ପ୍ରକାଶନୀୟ
ଗରଳ - ଅମୃତ
ଗତ - ଆଗତ
ଗୃହୀ - ସନ୍ନ୍ୟାସୀ
ଗୋଚର - ଅଗୋଚର
ଘ-
ଘାଟ - ଅଘାଟ
ଘଟଣା - ଅଘଟଣା
ଘାତ - ପ୍ରତିଘାତ
ଘନ - ତରଳ
ଘର - ବାହାର
ଚ-
ଚେମେଡା - ମସ୍କା
ଚିନ୍ତା - ଅଚିନ୍ତା
ଚାକର - ମାଲିକ
ଚେତନ - ଅଚେତନ/ଆବଚେତନ
ଚେତା - ଅଚେତା
ଚିର - ଅଚିର
ଚଳ - ଅଚଳ
ଚୋର - ସାଧୁ
ଚଞ୍ଚଳ - ମଠ
ଚିହ୍ନା - ଅଚିହ୍ନା
ଛ-
ଛାତ୍ର - ଛାତ୍ରୀ
ଚ୍ଛିନ୍ନ - ବିଚ୍ଛିନ୍ନ/ଲଗ୍ନ
ଛୋଟ - ବଡ
ଜ-
ଜଣା - ଅଜଣା
ଜଳଜ - ସ୍ଥଳଜ
ଜୀବିତ - ମୃତ
ଜନନୀ - ଜନକ
ଜୀବନ - ମରଣ
ଜମା - ଖର୍ଚ୍ଚ
ଜାଗ୍ରତ - ନିଦ୍ରିତ/ସୁପ୍ତ
ଜଙ୍ଗମ - ସ୍ଥାବର
ଜଡ଼ - ଚେତନ
ଜଳଚର - ସ୍ଥଳଚର
ଜୁଆର - ଭଟ୍ଟା
ଜାତୀୟ - ବିଜାତୀୟ
ଟ-
ଟେକିବା - ପକାଇବା
ଟାଣ - ନରମ
ଟୋକା - ବୁଢା
ଠ-
ଠାପୁଆ/ଠକ - ସାଧୁ
ଠିଆ - ବସା
ଠିକ୍ - ଭୁଲ୍
ଡ-
ଡେଙ୍ଗା - ଗେଡା/ବାଙ୍ଗରା
ଡରୁଆ - ସହସୀ
ଢ- 
ଢ଼ିଲା  - ଚିପା/କଷ୍
ଢ଼ିପ
ତ-
ତରଙ୍ଗାୟିତ - ନିସ୍ତରଙ୍ଗ
ତିତିକ୍ଷା - ଲିପ୍ସା
ତୃଷ୍ଣା - ବିତୃଷ୍ଣା
ତାରିବା - ମାରିବା
ତିରସ୍କାର - ପୁରସ୍କାର
ତରଳ - ଘନ/କଠିନ
ତୋଷ - ରୋଷ
ତରୁଣ - ପୌଢ
ତାରଣ - ମାରଣ
ତରତର - ମଠ
ଥ-
ଥୟ - ଅଥୟ
ଥଣ୍ଡା - ଗରମ
ଦ- 
ଦାନୀ - କୃପଣ
ଦୟାଳୁ - ନିଷ୍ଠୁର/ନିର୍ଦ୍ଦୟ
ଦୋଷୀ -  ନିର୍ଦ୍ଦୋଷ
ଦୁଃସ୍ଥ - ସୁସ୍ଥ
ଦୁଃଖୀ - ସୁଖୀ
ଦାନ - ଗ୍ରହଣ
ଦୃଢ - ଶିଥିଳ 
ଦେୟ - ଆଦେୟ
ଦୀର୍ଘୟୁ - ଅଳ୍ପାୟୁ
ଦୁର୍ଲ୍ଲଭ - ସୁଲଭ
ଦୁର୍ଭିକ୍ଷ - ସୁଭିକ୍ଷ
ଦାତା - ଗ୍ରାହୀତା
ଦିବସ - ରଜନୀ
ଦୈର୍ଘ୍ୟ - ପ୍ରସ୍ଥ
ଦଲବଦ୍ଧ - ଏକାକୀ
ଦୁରାତ୍ମା - ପୁଣ୍ୟତ୍ମା
ଦୁର୍ବଳ - ସବଳ 
ଦଖଲ - ବେଦଖଲ
ଦୁର୍ଜନ - ସୁଜନ
ଧ-
ଧୋଇ / ବନ୍ୟା- ମରୁଡ଼ି
ଧୀର - ଚଞ୍ଚଳ/ଅଧୀର
ଧନୀ - ଗରିବ/ଦରିଦ୍ର/ନିର୍ଦ୍ଧନ
ଧର୍ମ -  ଅଧର୍ମ
ଧାର୍ମିକ - ପାପୀଷ୍ଠ
ନ-
ନମସ୍କାର - ତିରସ୍କାର
ନିନ୍ଦା - ପ୍ରଶଂସା
ନିଃଶ୍ବାସ - ପ୍ରଶ୍ଵାସ
ନିର୍ବାଚନ - ମନୋନୟନ
ନିର୍ମଳ - ଦୂଷିତ
ନିରାକାର - ଆକାର
ନିରାଶ - ଆଶାୟୀ
ନୀତି - ଅନୀତି
ନୂଆ - ପୁରୁଣା
ନିରସକ୍ତ - ଆସକ୍ତ
ନବୀନ - ପ୍ରାଚୀନ
ନୂତନ - ପୁରାତନ
ନିରପେକ୍ଷ - ସାପେକ୍ଷ
ନିଦା - ପୋଲା
ନିମଗ୍ନ - ସସମାନ
ନିର୍ମମ - ସଦୟ
ନର୍କ - ସ୍ଵର୍ଗ
ନିର୍ବାପିତ - ପ୍ରଜ୍ଵଳିତ
ନାସ୍ତିକ - ଅସ୍ତିକ
ନିତ୍ୟ - ଅନିତ୍ୟ
ନୈତିକ - ଅନୈତିକ
ପ-
ପଣ୍ଡିତ - ମୂର୍ଖ
ପରୋକ୍ଷ - ପ୍ରତ୍ୟକ୍ଷ
ପାପ - ପୂଣ୍ୟ
ପୀଡିତ - ସୁସ୍ଥ
ପ୍ରକାଶ୍ୟ - ଗୋପନୀୟ
ପ୍ରଭୁ - ଭୃତ୍ୟ
ପୂର୍ଣ୍ଣ - ଅପୂର୍ଣ୍ଣ/ଶୂନ୍ୟ
ପ୍ରଶସ୍ତ - ଅପ୍ରଶସ୍ତ/ ସଂକୀର୍ଣ୍ଣ
ପ୍ରଫୁଲ୍ଲ - ବିଷର୍ଣ୍ଣ
ପ୍ରବେଶ - ପ୍ରସ୍ଥାନ
ପାରିବାର - ନିପାରୁଆ
ପୂର୍ଣ୍ଣାଙ୍ଗ - ଅଂଗହୀନ
ପ୍ରାଚୀ - ପ୍ରତିଚୀ
ପ୍ରଧାନ  - ଅପ୍ରଧାନ
ପାକଳ - କଞ୍ଚା
ପ୍ରସାରଣ -  ସଙ୍କୋଚନ
ପ୍ରଖର - ମନ୍ଥର
ପରିଷ୍କାର - ଅପରିଷ୍କାର
ପକ୍ଷପାତୀ - ନିରପେକ୍ଷ
ପସନ୍ଦ - ନାପସନ୍ଦ
ପବିତ୍ର - ଅପବିତ୍ର
ପ୍ରଶ୍ନ - ଉତ୍ତର
ପୁଷ୍ପିତ - ପୁଷ୍ପହୀନ
ପୂର୍ବାହ୍ନ - ଅପରାହ୍ନ
ପ୍ରଖର - ମନ୍ଥର
ପ୍ରାକୃତିକ - କୃତ୍ରିମ
ପ୍ରଭାତ - ସନ୍ଧ୍ୟା
ପିଲା - ବୁଢା
ପ୍ରାଚ୍ୟ - ପାଶ୍ଚାତ୍ୟ
ପ୍ରଜ୍ଵଳିତ - ନିର୍ବାପିତ
ପତଳା - ମୋଟା/ଗାଢ଼ା
ପକ୍ବ - ଅପକ୍ୱ
ପ୍ରବୃତ୍ତି - ନିବୃତ୍ତି
ପ୍ରତ୍ୟୁଷ - ପ୍ରଦୋଷ
ଫ-
ଫଳନ୍ତି - ଅଫଳନ୍ତି
ବ -
ବିଦେଶୀ - ସ୍ବଦେଶୀ
ବଦ୍ଧ - ମୁକ୍ତ
ବନ୍ଧୁର - ମସୃଣ
ବିଜୟ - ପରାଜୟ
ବିନୀତ - ଉଦ୍ଧତ/ଗର୍ବିତ
ବିରାମ - ଅବିରାମ
ବ୍ୟୟ - ସଞ୍ଚୟ
ବଳକା - ନିଅଁଣ୍ଟ
ବନ୍ଧ୍ୟା - ସନ୍ତାନବତୀ
ବାଟ - ଅବାଟ
ବାହାର - ଭିତର
ବିରାଗ - ଅନୁରାଗ
ବ୍ୟାହତ - ଅବ୍ୟାହତ
ବୃଦ୍ଧି - ହ୍ରାସ
ବିଚ୍ଛିନ୍ନ - ଅବିଚ୍ଛିନ୍ନ
ବନ୍ଧନ - ମୋଚନ/ମୁକ୍ତି
ବର୍ଦ୍ଧିଷ୍ଣୁ -  କ୍ଷୟିଷ୍ଣୁ
ବାହ୍ୟ - ଅନ୍ତରିକ
ବିଚାର - ଅବିଚାର
ବିଷ - ପୀୟୂଷ
ବୈଧ - ଅବୈଧ
ବଡ଼ - ସାନ/ ଛୋଟ
ବୋକା - ଚାଲାକ
ବିଚଳିତ - ଅବିଚଳିତ
ବୁଦ୍ଧିଆ - ମୂର୍ଖ / ନିର୍ବୁଦ୍ଧିଆ
ବାଳକ - ବାଳିକା
ବନ୍ଦନ - ନିନ୍ଦନ
ବିପଦ - ସଂପଦ
ବୁଡ଼ିବା - ଉଠିବା / ଭାସିବା
ବିକୃତ -  ଅବିକୃତ / ପ୍ରକୃତ
ବିଷାଦ - ପ୍ରସନ୍ନ
ଭ-
ଭିତର - ବାହାର
ଭଙ୍ଗା - ଗାଢ଼
ଭଙ୍ଗୁର - ଶାଶ୍ୱତ
ଭୁକ୍ତ - ଅଭୁକ୍ତ
ଭିନ୍ନ - ଅଭିନ୍ନ
ଭୂତପୂର୍ବ - ଅଭୂତପୂର୍ବ
ଭଲ - ମନ୍ଦ
ଭାଷା - ଆଭାଷା
ଭୀମ - କାନ୍ତ
ଭୟ - ଅଭୟ / ନିର୍ଭୟ
ଭେଦ - ଅଭେଦ
ଭୋଗ - ତ୍ୟାଗ
ମ-
ମଇଳା - ସଫା
ମଲା - ଜୀଅନ୍ତା
ମୃତ - ଜୀବିତ
ମାରଣ - ତାରଣ
ମୂକ - ବାଚାଳ
ମିଶ୍ର - ଅମିଶ୍ର
ମିଛ - ସତ
ମୁଦା - ଖୋଲା
ମଠ - ଚଞ୍ଚଳ
ମିତ୍ର - ଶତ୍ରୁ
ମର - ଅମର
ମୁଖ୍ୟ - ଗୌଣ
ମ୍ଳାନ - ଅମ୍ଳାନ
ମନ୍ଦ - ଭଲ
ମତ - ଅମତ
ମାନ - ଅପମାନ
ଯ- 
ଯଶ - ଅଯଶ / ଅପଯଶ
ଯାଚିବା - ମାଗିବା
ଯଜମାନ - ପୁରୋହିତ
ଯୋଗ୍ୟ - ଅଯୋଗ୍ୟ
ଯତ୍ନ - ଅଯତ୍ନ
ଯାଚକ - ଦାତା
ଯଥାର୍ଥ - ଆଯଥାର୍ଥ
ଯୋଗ - ବିୟୋଗ
ର-
ରାଜା - ପ୍ରଜା
ରାତି - ଦିନ
ରୁଗ୍ଣ - ସୁସ୍ଥ
ରକ୍ଷକ - ଭକ୍ଷକ
ରୁଦ୍ଧ - ମୁକ୍ତ
ରାଗ - ତୋଷ
ରୋଗୀ - ନିରୋଗୀ
ରୋଗ - ନିରୋଗ
ରାଜି - ଅରାଜି
ଶ -
ଶ୍ରୋତା - ବକ୍ତା
ଶ୍ରମ - ବିଶ୍ରାମ
ଶିଷ୍ୟ - ଗୁରୁ
ଶୁନ୍ୟ - ପୂର୍ଣ୍ଣ
ଶୟନ - ଜାଗରଣ
ଶାଶ୍ୱତ - ନଶ୍ୱର
ଶ୍ରେୟ - ଅଶ୍ରେୟ
ଶ୍ଳୀଳ - ଅଶ୍ଳୀଳ
ଶୀତଳ - ଉଷ୍ମ
ଶିକ୍ଷା - ଅଶିକ୍ଷା
ଶସ୍ତା - ମହଙ୍ଗା
ଶତ୍ରୁ - ମିତ୍ର
ଶିକ୍ଷିତ - ଅଶିକ୍ଷିତ
ଶିକ୍ଷକ - ଶିକ୍ଷୟିତ୍ରୀ
ସ-
ସଶସ୍ତ୍ର- ନିରସ୍ତ୍ର
ସୁଆଦିଆ - ଅସୁଆଦିଆ
ସମ୍ପଦ - ବିପଦ
ସଂସ୍କାର - କୁସଂସ୍କାର
ସୁଗମ - ଦୁର୍ଗମ
ସୁଯଶ - ଅପଯଶ
ସୁଶୀଳ - ଦୁଃଶୀଳ
ସ୍ତୁତି - ନିନ୍ଦା
ସ୍ବର୍ଗ - ନର୍କ
ସ୍ଵକୀୟ - ପରକୀୟ
ସାଧ୍ୟ - ଅସାଧ୍ୟ
ସ୍ଥିର - ଅସ୍ଥିର
ସାମ୍ୟ - ବୈଷମ୍ୟ
ସ୍ୱସ୍ତି - ଅସ୍ୱସ୍ତି
ସମ୍ପୂର୍ଣ୍ଣ - ଅସମ୍ପୂର୍ଣ୍ଣ
ସତ୍ୟବାଦୀ - ଅସତ୍ୟବାଦୀ
ସୁସାଧ୍ୟ - ଦୁଃସାଧ୍ୟ
ସଂସାରୀ - ବୈରାଗୀ
ସୁନାମ - ଦୁର୍ନାମ
ସୁପ୍ତ - ଜାଗ୍ରତ
ସ୍ଥାୟୀ - ଅସ୍ଥାୟୀ
ସତ୍ - ଅସତ୍
ସ୍ବତନ୍ତ୍ର - ପରତନ୍ତ୍ର
ସୁଦଶା - ଦୁର୍ଦ୍ଦଶା
ସ୍ପଷ୍ଟ - ଅସ୍ପଷ୍ଟ
ସୌଜନ୍ୟ - ଅସୌଜନ୍ୟ
ସ୍ୱାଧୀନତା - ପରାଧୀନତା
ସାମାନ୍ୟ - ଅସାମାନ୍ୟ
ସାଧାରଣ - ଅସାଧାରଣ
ହ -
ହିଂସା - ଅହିଂସା
ହିତ - ଅହିତ
ହୀନ - ମହାନ
ହସ - କାନ୍ଦ
ହିସାବୀ - ବେହିସବୀ
ହାଲୁକା - ଭାରି / ଓଜନିଆ
ହୋସ୍ - ବେହୋସ୍
ହିତକର - ଅହିତକର
ହଁ - ନାହିଁ
ହ୍ରାସ - ବୃଦ୍ଧି
ହ୍ରସ୍ବ - ଦୀର୍ଘ
ହାସ୍ୟ - କରୁଣ/ କ୍ରନ୍ଦନ
ହର୍ଷ - ବିଷାଦ
ହାନି - ଲାଭ
କ୍ଷ -
କ୍ଷୟ- ଅକ୍ଷୟ
କ୍ଷମା - ଶାସ୍ତି
କ୍ଷତି - ଲାଭ
ଲ- 
ଲମ୍ବ - ପ୍ରସ୍ତ / ଓସାର
ଲମ୍ବା -  ଛୋଟ  / ଚଉଡ଼ା
ଲୌକିକ - ଅଲୌକିକ
ଲୋଭୀ - ନିର୍ଲୋଭ
ଲିପ୍ତ - ନିର୍ଲିପ୍ତ
ଲଘୁ - ଗୁରୁ
ଲଘୁପାକ - ଗୁରୁପାକ
ଲକ୍ଷ୍ୟ  - ଅଲକ୍ଷ୍ୟ



Comments