Posts

ଓଡ଼ିଆ ବ୍ୟାକରଣ (Odia byakarana) Odia Grammar

ବିପରୀତ ଶବ୍ଦ      (Odia Opposite words/ Odia Antonyms) (Odia Bipareeta Sabda / Odia Biparita Sabda) ଶବ୍ଦ - ବି ପରୀତ ଶବ୍ଦ ଅ - ଅଧଃ - ଊର୍ଦ୍ଧ୍ଵ ଅଗ୍ର - ପଶ୍ଚାତ                 ଅଳସ - ନିରାଳସ/ଅନଳସ ଅକ୍ଲାନ୍ତ - କ୍ଳାନ୍ତ ଅନୁକୂଳ - ପ୍ରତିକୂଳ ଅନୁରକ୍ତ - ବିରକ୍ତ ଅନ୍ତର୍ଗତ - ବହିର୍ଗତ ଅଘଟଣ  -  ଘଟଣ ଅଭ୍ୟାସ -  ଅନଭ୍ୟାସ ଅଶନ -  ଅବଶନ ଅବସର -  ଅନବସର ଅକୃତଜ୍ଞ -  କୃତଜ୍ଞ ଅଜ୍ଞ - ବିଜ୍ଞ ଅନୁଚିତ - ଉଚିତ ଅଳ୍ପାୟୁ - ଦୀର୍ଘାୟୁ ଅକଲ  -  ବେ ଅକଲ ଅପରାଧୀ - ନିରାପରାଧୀ ଅଧର୍ମ -  ଧର୍ମ  ଅଗ୍ରଜ - ଅନୁଜ ଅପାୟ - ଉପାୟ ଅପେକ୍ଷା   -  ଉପେକ୍ଷା ଅନୁରାଗ - ବିରାଗ ଅଭ୍ୟାଗତ - ବହିର୍ଗତ ଅନୁଲୋମ - ବିଲୋମ ଅନ୍ତରଙ୍ଗ - ବହିରଙ୍ଗ ଅମିର - ଫକୀର ଅର୍ପଣ - ପ୍ରତ୍ୟ ର୍ପଣ ଅଗ୍ରଗାମୀ - ଅନୁଗାମୀ ଅଭ୍ୟନ୍ତର - ବାହ୍ୟ ଅର୍ଥ  -  ଅନର୍ଥ ଅନନ୍ତ - ସାନ୍ତ ଅଲଣା - ଲୁଣିଆ ଅସୀମ - ସସୀମ ଅଧମ - ଉତ୍ତମ ଅଚେତନ - ଚେତନ/ଚେତନ ଅବିଶ୍ୱାସ - ବିଶ୍ୱାସ ଅସହଯୋଗ - ସହଯୋଗ ଅସମ୍ଭବ - ସମ୍ଭବ ଆ- ଆସକ୍ତି - ନିରାସକ୍ତ  ଆଚାର -  ଅନାଚାର ଆଇନ - ବେ ଆଇନ ଆଦ୍ୟ - ପ୍ରାନ୍ତ ଆକାଶ - ପାତାଳ ଆଧୁନିକ - ପ୍ରାଚୀନ ଆନନ୍ଦ - ନିରାନନ୍ଦ ଆବିଳ - ଅନାବିଳ ଆରୋହଣ - ଅବରୋହଣ/ଅବତରଣ